କୁହୁଡ଼ି ଯୋଗୁଁ ବିଲକୁ ଓଲଟିଲା ବସ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟରେ ଏକ ବସ୍ ଓଲଟିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। କୁହୁଡ଼ି ପଡ଼ିଥିବାରୁ ବସ୍ ଚାଳକଙ୍କୁ ରାସ୍ତା ଠିକ୍ ଭାବରେ ଦେଖା ଗାଯାଇନଥିଲା, ଫଳରେ ଗାଡ଼ି ଟି ରାସ୍ତା କଡ଼ ବିଲକୁ ଓଲଟି ପଡ଼ିଥିଲା। ଦୁଇ ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି, ଅନ୍ୟ ୧୦ ଆହତ ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି ହୋଇଥିବା ସୂଚନା। ବସ୍ ରେ ମୋଟ ୪୦ ଜଣ ଯାତ୍ରୀ ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିଲେ।

powered by social2s