ପୁରୀ: ପଞ୍ଚକ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଛି। ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ସେପଟେ କଟକ ଆଠଗଡ଼ ବାବା ଧବଳେଶ୍ବର ପୀଠରେ ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି। ଝୁଲା ପୋଲ ବିପଦଜନକ ଅବସ୍ଥାରେ ଥିବାରୁ ଭକ୍ତଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଇନାହିଁ। ମନ୍ଦିର ନିକଟରେ ଲଗାଯାଇଥିବା ଏକ ବଡ଼ ଏଲଇଡି ଟିଭି ମାଧ୍ୟମରେ ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି ଭକ୍ତ।
powered by social2s

