ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜିଲ୍ଲା ହେମଗିରୀ ଥାନା ଯାମକାନି କୋଇଲା ଖଣି ଖନନକୁ ବିରୋଧ କରି ପୋଲିସ ସହିତ ମୁହାଁମୁହିଁ ହେଲେ ବିସ୍ଥାପିତ ଲୋକେ। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କଲା ପୋଲିସ। ନୂଆ ଜମି ନୀତି ଅନୁସାରେ କ୍ଷତିପୂରଣ ଦାବି କରି ବେଦାନ୍ତ ଗ ବ୍ୟାକ୍ ନାରା ଦେଇଛନ୍ତି ବିସ୍ଥାପିତ ଲୋକେ। ଘଟଣାସ୍ଥଳରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
powered by social2s

