ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନଛିମପୁର ଗାଁ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମିନି ଟ୍ରକ୍ ରେ ଏକ ଧାନକଟା ମେସିନ୍ ନେଇଯାଉଥିବା ବେଳେ ଘଟିଛି ଏହି ଅଘଟଣ।
powered by social2s