ଗଛରେ ଦୁଇ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଁଳି ଗାଁରେ ଏକ ଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗଛରେ ଗୋଟିଏ ଲୁଗାର ଉଭୟ ପାର୍ଶ୍ଵରେ ଝୁଲିରହିଥିଲା ଜଣେ ପୁରୁଷ ଓ ଆଉ ଜଣେ ମହିଳାଙ୍କ ମୃତଦେହ।

powered by social2s