ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ଯବସ୍ଥା କଡାକଡି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ମୁତାୟନ ହେବେ ୫୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ଦାୟିତ୍ୱରେ ରହିବେ ୩୦୦ ଅଧିକାରୀ। ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ଯବସ୍ଥା କରାଯିବ। ରାଷ୍ଟ୍ରପତି ଓଡ଼ିଶା ଆସିବା ପୂର୍ବରୁ ଆସନ୍ତାକାଲି ହେବ ଫୁଲ୍ ଡ୍ରେସ୍ ରିହରସଲ୍।

powered by social2s