ଭୁବନେଶ୍ୱରରେ ଦୃଶ୍ୟମାନ ହେଲାନି ପୂର୍ଣ ଚନ୍ଦ୍ରଗ୍ରହଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଆକାଶରେ ଦେଖାଗଲାନି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଦିଗବଳୟରେ ଓ ମେଘୁଆ ପାଗ ଯୋଗୁଁ ଦୃଶ୍ୟମାନ ହେଲାନି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସନ୍ଧ୍ୟା ୫:୦୫ ରୁ ୫:୧୧ ଯାଏଁ ଥିଲା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ତେବେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିଲେ ଭୁବନେଶ୍ୱରବାସୀ। ଅପରାହ୍ନ ୨:୩୮ ରେ ସ୍ପର୍ଶ କରିଥିଲା ଗ୍ରହଣ। ଏହା ସନ୍ଧ୍ୟା ୬:୨୯ ରେ ସର୍ବମୋକ୍ଷ ହେବ।

powered by social2s