ଯା ଯାରେ ଭାସି ଭାସିଯା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଶକୁନ୍ତଳା ପ୍ୟାଲେସ୍ ଆର୍ଟ ଗ୍ୟାଲେରୀ ଓ ଫାଇବ୍ ମିନିଟ ଆର୍ଟ ମିଳିତ ଆନୁକୁଲ୍ୟ ରେ ଏକ ଗୃପ ଚିତ୍ର ପ୍ରଦର୍ଶନୀ “ଯା ଯା ରେ ଭାସିଜା” ଅନୁଷ୍ଠିତ ହେଉଛି। ଏହାର ଭରଚୁଆଲ ସୋ ର ଉଦ୍ ଘାଟନ ଓଡିଶାର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଗୁରୁ ଶ୍ରୀ ବଳଦେବ ମହାରଥାଂକ ଦ୍ବାରା କରାଯାଉଛି । ଜାତୀୟ ସ୍ତରର ଏହି ପ୍ରଦର୍ଶନୀ ରେ ଭାରତର ବିଭିନ୍ନ ପ୍ରାନ୍ତରୁ ୨୬ ଜଣ ଚିତ୍ରଶିଳ୍ପୀ ଭାଗ ନେଇ ଛନ୍ତି। ବିଭିନ୍ନ ସମୟରେ ବିଭିନ୍ ପର୍ବପର୍ବାଣୀ କୁ ନେଇ ଆମର ପରଂପରାକୁ ଆଗାମୀ ପିଢି ପାଁଇ ଉଦଜୀବିତ ରଖିବା ସହିତ ସଂସ୍କୃତିକୁ ଆଗକୁ ନେବା ଉଦେଶ୍ୟ ବୋଲି ଗ୍ୟାଲେରୀର ନିର୍ଦେଶକ ଜନାର୍ଦନ ପରମଗୁରୁ ପ୍ରକାଶ କରିଛନ୍ତି। ଏହି ପ୍ରଦର୍ଶନୀ ଟି ନଭେମ୍ବର ୮ ତାରିଖ ସଂନ୍ଧ୍ୟା ୫ଟାରୁ ଫାଇପ ମିନିଟ୍ ଆର୍ଟ ୟୁଟୂବ୍ ଚ୍ୟାନେଲ ରେ ପ୍ରଦର୍ଶିତ ହେବ।

powered by social2s