ଫନି ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାର ୭.୮୭ ଲକ୍ଷ୍ୟ ଘରକୁ PMAY ରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ଲେଖିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ଫନି ବାତ୍ୟା ପ୍ରଭାବିତ ୧୪ ଜିଲ୍ଲା ର ୭.୮୭ ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ରେ ସାମିଲ କରିବାକୁ ଚିଠି ରେ କରିଛନ୍ତି ଅନୁରୋଧ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଣ ଫନି ପ୍ରଭାବିତ ୧୬ ଜିଲ୍ଲା ର ୬.୦୭ ଲକ୍ଷ୍ୟ ଘରକୁ PMAY ରେ ଅନ୍ତର୍ଭୁକ୍ତ କରାଯାଉ।

 

powered by social2s