କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଜି ତାଙ୍କ କଟକ ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
୩୦ ରୁ ଅଧିକ ନିଦ ବଟିକା ଖାଇ ଥିବା ସୂଚନା ମିଳିଛି।
ବର୍ତ୍ତମାନ ତାଙ୍କୁ କଟକ ଏସ ସି ବି ନିଆଯାଇଛି।
ନିଦ ବଟିକା ଖାଇବାର ଲାଇଭ ଭିଡ଼ିଓ କରି ଫସବୂକ ରେ ପୋଷ୍ଟ କରିଛନ୍ତି ବିଦ୍ୟାଶ୍ରୀ।
ଏକ ଡାଈରୀ ରେ କେତେ ଜଣଙ୍କ ନାମ ଲେଖି ସେ କହିଛନ୍ତି ଯେ ସେମାନେ ତାଙ୍କୁ ବାରମ୍ବାର କହୁଥିଲେ ଯେ ଆଦିତ୍ୟ ଦାଶ ଙ୍କ ହତ୍ୟା ରେ ବିଦ୍ୟାଶ୍ରୀ ଙ୍କ ସମ୍ପୃକ୍ତି ରହିଛ।
powered by social2s

