*ଜାତୀୟ ଶିକ୍ଷା ଦିବସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

------------------------------- ଆଜି ଅଟଇ ଯେ ଜାତୀୟ ଶିକ୍ଷା ଦିବସ ଅବଦୁଲ କଲାମ ଆଜାଦଙ୍କ ଦିନ ଦେଶ ବିକାଶ କ୍ଷେତ୍ରେ ଶିକ୍ଷା ବହୁ ଜରୁରୀ ଆଜାଦଙ୍କ ରହିଥିଲା ଯେ ମୂଳ ସ୍ବପ୍ନ ll ଆଜାଦ ଆଣିଥିଲେ ଶିକ୍ଷା କ୍ଷେତ୍ରେ ବିପ୍ଳବ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ସାଜି ଶିକ୍ଷା ଥିଲେ ବାରି ହୁଏ ସ୍ୱାଧୀନତା ସ୍ୱାଦ ହୃଦେ ଅନୁଭବ ଯେ କରିଥିଲେ ଆଜି ll ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳୁଛି ଭାରତ ଆମ ଶିକ୍ଷା ପଦ୍ଧତିରେ ସଂସ୍କାର ପାଇଁ ଜାତୀୟ ଶିକ୍ଷାନୀତି ଏ ନୂତନ ଆହ୍ୱାନ ଶିକ୍ଷା ପ୍ରଣାଳୀଏଁ ସୁଦୃଢ ହେବ ଯହିଁ ll ଆଦର୍ଶ ଉତ୍ତମ ସ୍ୱଚ୍ଛ ସଂଯମତା ଗୁଣ ଯହିଁ ଶିକ୍ଷା ଦ୍ୱାରା ସାକାର ହୁଏ ଲବ୍ଧ ଶିକ୍ଷା ନଦୀ ସମ ଧାର ହୁଏ ପ୍ରବାହିତ ନ ପଡେଏଁ ଏହାର କେବେ ପୂର୍ଣ୍ଣଛେଦ ll ନୈତିକ ମୂଲ୍ୟବୋଧ ଚରିତ୍ର କ୍ଷେତ୍ରେ ଯହିଁ ପ୍ରାଥମିକ ଶିକ୍ଷା ବହୁ ଗୁରୁତ୍ୱପୂର୍ଣ୍ଣ ଆଧୁନିକ ଶିକ୍ଷାନୀତି ଆପଣେଇ ନେବା ଆଜାଦଙ୍କ ସ୍ବପ୍ନଏଁ ହେବ ପରିପୂର୍ଣ୍ଣ *ତ୍ରିନାଥ ପଟ୍ଟନାୟକ* ( *ଅଧ୍ୟାପକ ତଥା କବି*) *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର* *ପୋ:ଜିଲ୍ଲା- କୋରାପୁଟ* *ମୋ:9438362172*

powered by social2s