ଭୁବନେଶ୍ୱର: ବିବାହ କିମ୍ବା ଅନ୍ୟ ଉତ୍ସବରେ ଜୋରରେ ବାଜିପାରିବନି ଡିଜେ। କେହି ଜୋରରେ ଡିଜେ ବଜାଉଥିଲେ ତୁରନ୍ତ ଜଣେଇବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଏକ ଟୁଇଟ୍ ମାଧ୍ୟମରେ ଡିସିପି କହିଲେ ଯେ ୧୧୨ କଲ କରି ପୋଲିସକୁ ଜଣାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
powered by social2s