ପ୍ରକାଶ ପାଇଲା OJS ପରୀକ୍ଷା ଫଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା OJS-୨୦୨୧ ପରୀକ୍ଷା ଫଳ। ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଲା OPSC । ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି। ଏଥର OJS ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସିଭିଲ୍ ଜଜ୍ ପଦବୀ ପାଇଁ ନିଯୁକ୍ତି ଦିଆଯିବ।

powered by social2s