ଭୁବନେଶ୍ୱର: ଓଡ଼ିଶାରେ ଖସିବାରେ ଲାଗିଛି ପାରଦ, ବଢିବ ଶୀତ। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା। ରାଜ୍ଯର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି। ଫୁଲବାଣୀ ସହର ରେ ଦୃଶ୍ୟମାନ ଘନ କୁହୁଡି।
powered by social2s