Warning: getimagesize(/home/odiaray/public_html/images/IMG-20221112-WA0068.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20221112-WA0068.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

କୋରାପୁଟରେ ଆଞ୍ଚଳିକ ଶିଶୁ କଳା ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

-------------------------------------- କୋରାପୁଟ : କୋରାପୁଟ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଆଞ୍ଚଳିକ ଶିଶୁ କଳା ଉତ୍ସବ। ଏଥିରେ ୫ଟି ଜିଲ୍ଲାରେ ପ୍ରାୟ ୧୦୦ ଜଣ ଶିଶୁ କଳାକାର ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରିଥିଲେ ।ଏଠାରେ ଉନ୍ନତ ମାନର କଳା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ ଅନେକ ଶିଶୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ କୋରାପୁଟ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅର୍ପିତା ପ୍ରଧାନ ସୂଚନା ଦେଇଛନ୍ତି l ଏହି ଉତ୍ସବରେ ଶିଶୁ କଳାକାର ମାନେ ପାରମ୍ପରିକ ବାଦ୍ୟ, ସଙ୍ଗୀତ, ନୃତ୍ୟ ତଥା ସାମୁହିକ ବାଦ୍ୟ ବୃନ୍ଦ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପରି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିହେବ ବୋଲି ଦୁରୂଆ ନୃତ୍ୟକୁ ପ୍ରୋତ୍ସାହିତ କରିଆସୁଥିବା ସିରିବେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଜେନା ମତ ରଖିଛନ୍ତି ।ଏନେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ''ଆଞ୍ଚଳିକ ଶିଶୁ କଳା ଉତ୍ସବରେ ୫ଟି ଜିଲ୍ଲା ଭାଗ ନେଇଛନ୍ତି, ୧୦ଟି ଇଭେଣ୍ଟରେ ପ୍ରତିଯୋଗିତ ହେବ । ୧୦ଟି ଇଭେଣ୍ଟରେ ୨୦ ଜଣଙ୍କୁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ ପଠାଯିବ ।

powered by social2s