ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ନେଇ ବରଗଡ଼ ଜିଲ୍ଲା ପ୍ରଶାସନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜନୈତିକ ଦଳର ନିର୍ବାଚନୀ ଖର୍ଚ୍ଚ ନେଇ ଆଲୋଚନା କରାଯାଇଛି । ନିର୍ବାଚନରେ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ । ପଦ୍ମପୁର ଉପ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।
powered by social2s