Warning: getimagesize(/home/odiaray/public_html/images/IMG-20221114-WA0016.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ପଦ୍ମପୁର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ଯମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ବହୁ କଲ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବର୍ଷାରାଣୀ ବରିହା ହେଲେ ପଦ୍ମପୁରର ବିଜେଡି ପ୍ରାର୍ଥୀ। ପଦ୍ମପୁରର ବିଜେଡି ପ୍ରାର୍ଥୀ ଭାବେ ବର୍ଷାରାଣୀ ବରିହାଙ୍କ ନାଁ ଘୋଷଣା କଲେ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଉପନିର୍ବାଚନ ମତଦାନର ଅବଧିରେ ହ୍ରାସ କରାଯାଇଛି। ଶୀତ ଦିନ ଓ ମାଓ ଅଞ୍ଚଳ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଭୋଟିଂ କାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେବ। ଭୋଟିଂ ସମୟ ହ୍ରାସ ନେଇ ସର୍ବଦଳୀୟ ମିଟିଂ ପରେ ସୂଚନା ଦିଆଯାଇଛି।

powered by social2s