Warning: getimagesize(/home/odiaray/public_html/images/IMG-20221114-WA0044.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଶିଶୁଦିବସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନଭେମ୍ବର ଚଉଦ ଅଟେ ଶିଶୁଙ୍କ ଦିନ ଆସୁଛି ଏଇ ଶୁଭ ଲଗନ ଯେଉଁ ଦିନ ପାଳେ ଆମଏଁ ଶିଶୁଜଗତ ଚାଚା ନେହେରୁଙ୍କ ଜନ୍ମଦିନ ll ଚାଚା ନେହେରୁ ଯେ ଅଟନ୍ତି ପ୍ରିୟ ସଭିଁଙ୍କ ଆମ ଶିଶୁଙ୍କ ଅତି ଯେ ପ୍ରିୟ ଯାହାଙ୍କ ମୁଖେ ଥିଲା ବହୁ ମୁରୁକି ହସ ତାଙ୍କ ପ୍ରତି ଶିଶୁଙ୍କ ଏ ଶ୍ରେୟ ଦେଶ ସେବା କରି ରଖିବା ଆମ୍ଭର ଯଶ ରଖିବା ଏଇ ଦେଶ ଗୌରବ ଆମେ ଅଟୁ ଏ ଦେଶର ଛୋଟ ଶିଶୁ କଢି ଏ ଦେଶର ଆମ ପାଇଁ ଗର୍ବ ll ଶିଶୁ ଶ୍ରମିକ ପ୍ରଥା ଆଜି ଉଚ୍ଛେଦ ହେଉ ବଞ୍ଚିବାର ରାହା ତାଙ୍କୁ ମିଳୁ ଶିଶୁ ଅଟେ କାଲିର ସୁନେଲି ଭବିଷ୍ୟତ ଚତୁର୍ଦ୍ଧେ ତାଙ୍କ ସୁଗନ୍ଧ ଖେଳୁ ll ଶିଶୁ କନ୍ୟା ଅତ୍ୟାଚାର ମନୁ ଦୂର ହେଉ ନେବାଏଁ ସଭିଏଁ ଏ ଶପଥ ଶିଶୁଙ୍କ ଉନ୍ନତି ଅଟେ ଏ ଦେଶ ସମ୍ପତ୍ତି ଶୁଭ୍ର ହେଉ ତାଙ୍କ ଚଲାପଥ ll ତ୍ରିନାଥ ପଟ୍ଟନାୟକ (ଯୁବ ଅଧ୍ୟାପକ ତଥା କବି) ଗ୍ରାମ : -ଗାନ୍ଧୀ ନଗର, ଶିକ୍ଷକ କଲୋନୀ ପୋ:/ ଜିଲ୍ଲା- କୋରାପୁଟ ମୋ:-9438362172

powered by social2s