Warning: getimagesize(/home/odiaray/public_html/images/IMG_20221115_100007.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ପାରାଦୀପ ମଝି ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାରାଦୀପ: ପାରାଦୀପ ମଝି ସମୁଦ୍ରରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ। ଏହି ମିଳିତ ସମରାଭ୍ୟାସ 'ସି ଭିଜିଲ' ରେ ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ ହୋଇଛନ୍ତି। ନୌସେନା, ପୋଲିସ, କଷ୍ଟମ ଓ ମତ୍ସ୍ୟ ବିଭାଗ ଏଥିରେ ସାମିଲ ଥିବା ସୂଚନା । ଜଳପଥରେ ବାହ୍ୟଶତ୍ରୁ ପ୍ରବେଶ ଉଦ୍ୟମକୁ ପ୍ରତିରୋଧ କରିବା ଏହାର ଲକ୍ଷ୍ୟ।

powered by social2s