ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ସଂସ୍ଥା (RAW) ର ଜଣେ ଓଡ଼ିଆ ଅଧିକାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଅନିକେତ କୁମାର। ତାଙ୍କ ଘର କଟକ। ଦକ୍ଷିଣ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟର ୧୦ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅନିକେତ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
powered by social2s

