Warning: getimagesize(/home/odiaray/public_html/images/IMG-20221107-WA0170.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ବଢ଼ିଲା କଟକ ବାଲିଯାତ୍ରା ପାଇଁ ଆଉ ଗୋଟିଏ ଦିନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ବାଲିଯାତ୍ରା ପାଇଁ ଆଉ ଗୋଟିଏ ଦିନ ବଢ଼ାଇଲେ ଓଡ଼ିଶା ସରକାର। ନଭେମ୍ବର ୧୬ ପରିବର୍ତ୍ତେ ୧୭ ଯାଏଁ ଚାଲିବ ବାଲିଯାତ୍ରା। ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି କଟକ ମେୟର ସୁବାଷ ସିଂହ ରାଜ୍ୟ ସରକାରଙ୍କୁ ବାଲିଯାତ୍ରା ଆଉ ଦୁଇ ଦିନ ବଢ଼େଇବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଗୋଟିଏ ଦିନ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଛନ୍ତି।

powered by social2s