ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ବର୍ତ୍ତିଲେ ୫୦ ବନ କର୍ମଚାରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ବୌଦ୍ଧ ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ୫୦ଜଣ ବନ କର୍ମଚାରୀ। ଗଞ୍ଜେଇ ଚାଷ ନଷ୍ଟ ପାଇଁ ଯିବା ବେଳେ ଜଙ୍ଗଲରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଗଞ୍ଜେଇ ମାଫିଆ ଲ୍ୟାଣ୍ଡମାଇନ ଖଞ୍ଜିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଗାଡି ଉଡ଼ାଇବାକୁ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସନ୍ଦେହ । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ ହୋଇଥିବା ସୂଚନା ମିଳିଛି।

powered by social2s