ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ବଢୁଛି ଶୀତର ପ୍ରଭାବ। ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ ତାପମାତ୍ରା ଏବେ ୧୦ ଡିଗ୍ରୀ ତଳକୁ ଖସିଆସିଥିବା ବେଳେ ସୁନ୍ଦରଗଡ଼ କିରେଇଠାରେ ତାପମାତ୍ରା ୯ ଦଶମିକ୍ ୫ ଡିଗ୍ରୀ ରେକର୍ଡ କରାଯାଇଛି ।
powered by social2s

