ନିର୍ବାଚନ ପୂର୍ବରୁ ପଦ୍ମପୁରର ତିନି ଜଣ ବ୍ୟବସାୟୀଙ୍କ ଘରେ ରେଡ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ପଦ୍ମପୁରରେ ନିର୍ବାଚନର ୭ ଦିନ ପୂର୍ବରୁ ତିନି ଜଣ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆଜି ସକାଳୁ ରେଡ୍ କରିଛି ଆୟକର ବିଭାଗ। ହନୁମାନପଡ଼ା ରେ ଥିବା ମହମ୍ମଦ ସାଜିଦ, ଶାସ୍ତ୍ରୀ ଛକରେ ଥିବା ଗୁଜୁ ଅଗ୍ରୱାଲ ଓ ସାହୁପଡ଼ାରେ ମାନଭଞ୍ଜନ ସାହୁଙ୍କ ଘରେ ସିଆରପିଏଫ ଯବାନଙ୍କ ଉପସ୍ଥିତିରେ ଚାଲିଛି ରେଡ୍। ତେବେ ନିର୍ବାଚନ ପୂର୍ବରୁ କାହିଁକି ରେଡ୍ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା।

powered by social2s