ପଦ୍ମପୁରରେ ଚାଲିଛି ଘନ ଘନ ରେଡ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ପଦ୍ମପୁର ଚାଲିଛି ଘନ ଘନ ରେଡ୍। ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପରେ ରେଡ୍। ପାଇକମାଲ, ଝାରବନ୍ଧରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ GST ପକ୍ଷରୁ ରେଡ୍ ଚାଲିଛି। ସକାଳେ ସ୍ଥାନୀୟ ୩ ବିଜେଡି ନେତାଙ୍କ ଘରେ IT ରେଡ୍ କରିଥିବା ବେଳେ ସଂଧ୍ୟାରେ GST ରେଡ୍ ନେଇ ଚର୍ଚ୍ଚା ଜୋର୍ ଧରିଛି।

powered by social2s