ଆଜି ବନ୍ଦ ହେବନି ପଦ୍ମପୁର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ଆଜି ବନ୍ଦ ହେବନି ପଦ୍ମପୁର। ଗତକଳି ପଦ୍ମପୁରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ହୋଇଥିବା ଆକସ୍ମିକ ଜିଏସ୍ଟି ରେଡ୍ କୁ ବିରୋଧ କରି ବରଗଡ଼ ଜିଲ୍ଲା ପଦ୍ମପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ବଣିକ ସଂଘ। ଏସ୍ପିଙ୍କ ସହ ଆଲୋଚନା ପରେ ବନ୍ଦ ଡାକରାକୁ ପ୍ରତ୍ୟାହାର କରିଛି ସଂଘ।

powered by social2s