ଭୁବନେଶ୍ୱର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତିଷ୍ଠିତ ଶିଳ୍ପପତି। ଶିଳ୍ପାପତି ଲକ୍ଷ୍ମୀ ମିତ୍ତଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ ଓ କରନ ଅଦାନୀ। ଭୁବନେଶ୍ୱର ଜନତା ମୈଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ। ଡିସେମ୍ବର ୪ ଯାଏଁ ଚାଲିବ କନକ୍ଲେଭ। ଏଥିରେ ୧୦୦ ରୁ ଅଧିକ ଶିଳ୍ପାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
powered by social2s

