ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ୫-ଟି ସଚିବ ଙ୍କ ସ୍ଥିତି ଅନୁଧ୍ୟାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭିକେ ପଣ୍ଡିଆନ।

 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୃଷଣ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ  ତାଙ୍କ ସହିତ ଉପସ୍ଥିତ ଥିଲେ।

 

ପୁରୀ ସହରର ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କ ରେ ମଧ୍ୟ ପଚାରି ବୁଝିଲେ ପଣ୍ଡିଆନ।

 

ଡିସମ୍ବେର ୨୩ ରୁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର।

 

powered by social2s