ଏ ବର୍ଷ ଓଡ଼ିଆ ରେ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଏ ବର୍ଷ ଓଡ଼ିଆ ଭାଷାରେ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର। 

 

ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୁଚନା ମିଲିଛି।

 

ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ନେଇ ସହମତି ଦେଲା ଜାତୀୟ ପରୀକ୍ଷା ଏଜେନସି (NTA)।

 

ଓଡ଼ିଆରେ JEE କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

powered by social2s