ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟରେ ଏକ ମହାବଳ ବାଘ ଠାବ ହୋଇଛି। ଏକ ଭିଡିଓରୁ ସ୍ପଷ୍ଟ ହେଲା ବାଘର ଉପସ୍ଥିତି। ବାଘର ଗତିବିଧି ଉପରେ ନଜର ରଖିଛନ୍ତି ୧୨ଟି ଟିମ୍। ବାଘଟି ପୂର୍ବରୁ ଥିଲା ନା ଛତିଶଗଡ଼ରୁ ଆସିଛି ଜଣାପଡ଼ିନି।
powered by social2s