ମେକ୍ ଇନ୍ ଓଡିଶା କନକ୍ଲେଭରେ ୧୦.୫ ଲକ୍ଷ କୋଟି ର ନିବେଶ ପ୍ରସ୍ତାବ ଆସିଛି: ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ମେକ୍ ଇନ୍ ଓଡିଶା କନକ୍ଲେଭରେ ଶେଷ ଦିନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି କନକ୍ଲେଭରେ ୧୦.୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି, ମୁଖ୍ୟମନ୍ତ୍ରୀ କହିଛନ୍ତି ମେକ୍ ଇନ୍ ଓଡିଶା କନକ୍ଲେଭ 2022 ଏକ ବଡ ସଫଳତା |ବିଶେଷ କରି କୋଭିଡ ପରେ ଆମେ ପାଇଥିବା ବିରାଟ ସୁଯୋଗ ଅତୀୟନ୍ତ ହୃଦୟସ୍ପର୍ଶୀ | ସମଗ୍ର କନକ୍ଲେଭରେ ସହାୟତା ପାଇଁ FICCI, ଜାପାନ, ନରୱେ ଏବଂ ଜର୍ମାନୀ କୁ ଏହି କନକ୍ଲେଭ ରେ ଭାଗନେବା ପାଇଁ ବିଶେଷ ଧନ୍ୟବାଦ ଜଣାଇଛନ୍ତି |

powered by social2s