ପଦ୍ମପୁର: ଆସନ୍ତାକାଲି ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ। ଉପନର୍ବାଚନ ପ୍ରସ୍ତୁତି ନେଇ ପ୍ରେସ୍ମିଟ୍ ମାଧ୍ଯମରେ ସୂଚନା ଦେଲେ ସିଇଓ । ପଦ୍ମପୁରରେ କାଲି ସକାଳ ୭ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ ମତଦାନ। ପ୍ରତି ବୁଥ୍ରେ ୪ ଜଣ, ମୋଟ୍ ୧୨୭୬ ପୋଲିଂ ଅଧିକାରୀ ରହିବେ। ୧୨୦ଟି ବୁଥରେ ୱେବ୍ କାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା। କାଲି ସନ୍ଧ୍ୟା ସାଢ଼େ ୬ଟା ଯାଏ ଏକ୍ଜିଟ୍ ପୋଲ୍ ଉପରେ କଟକଣା। ୩୧୯ଟି ବୁଥ୍ରୁ ୩୦୬ ବୁଥ୍ର ନାମ ପରିବର୍ତ୍ତନ କରାଯାଇଛି। ୭୯ଟି ଅତିସମ୍ବେଦନଶୀଳ ବୁଥ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା । ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ୍, ୯ କମ୍ପାନୀ CRPF ନିଯୁକ୍ତ।
powered by social2s

