ଭୁବନେଶ୍ୱର ଉପକଣ୍ଠରେ ଠାବ ହେଲା ନକଲି ସିଗାରେଟର୍ କାରଖାନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ନକଲି ସିଗାରେଟ କାରଖାନାକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହା ବ୍ୟତୀତ ଏସ-ଷ୍ଟାର ନାମକ ସିଗାରେଟ ମଧ୍ଯ ପ୍ରସ୍ତୁତ କରାଯାଉଥିଲା ।

powered by social2s