ପାରାଦୀପ ଆଇଓସିଏଲ ଫାଟକ ସମ୍ମୁଖରେ ୩୦୦୦ ରୁ ଅଧିକ ଶ୍ରମିକଙ୍କ ଧାରଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାରାଦୀପ: ପାରାଦୀପ ଆଇଓସିଏଲ ଫାଟକ ସମ୍ମୁଖରେ ଧାରଣା ଦେଲେ ୩୦୦୦ ରୁ ଅଧିକ ଶ୍ରମିକ। ଆନ୍ଦୋଳନ ଯୋଗୁଁ ପାରାଦୀପ ତୈଳ ବିଶୋଧନାଗାରର କାର୍ଯ୍ୟ ପ୍ରଭାବିତ ହୋଇଛି। ୧୭ ଦଫା ଦାବିରେ ଚାଲିଛି ଆନ୍ଦୋଳନ। ଶ୍ରମିକଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯାଉଛି।

powered by social2s