ପାରାଦୀପ ବନ୍ଦର ଜଳିଗଲା ଚଳନ୍ତା ଟ୍ରକ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଜଳିଗଲା ଚଳନ୍ତା ଟ୍ରକ୍, ନିଆଁ ଲାଗିବା ଦେଖି ଓହ୍ଲାଇ ପଡ଼ିଲେ ଟ୍ରକ୍ ଡ୍ରାଇଭର। ସର୍ଟ ସର୍କିଟ୍ ଯୋଗୁଁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ।

powered by social2s