ପଦ୍ମପୁର: ଆଜି ସକାଳ ୮ରୁ ଆରମ୍ଭ ହେଲା ପଦ୍ମପୁର ଭୋଟ୍ ଗଣତି। ପୋଷ୍ଟାଲ ବାଲାଟ ପରେ ହେବ ଇଭିଏମ୍ ଗଣତି । ୩୧୯ ବୁଥ୍ର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବ ଗଣତି। ବୁଥ୍ ଓ ପ୍ରାର୍ଥୀ ସଂଖ୍ୟା ବେଶି ଥିବାରୁ ଗଣତି ୨୩ ରାଉଣ୍ଡ ହେବ । ବୁଥ୍ ଗଣତି ସରିଲେ ୫ଟି ବୁଥ୍ର ଭିଭିପାଟ୍ ମ୍ୟାଚ୍ କରାଯିବ।
powered by social2s

