୧୧ ଡିଗ୍ରୀ ତଳେ ଓଡ଼ିଶାର ୧୧ ଟି ସହରର ତାପମାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶାର ୧୧ ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି।

 

୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର। 

 

ସେହିପରି ୧୦ ଡିଗ୍ରୀ ତଳେ ରାଜ୍ୟର ୯ ଟି ସହରର ତାପମାତ୍ରା ରେକର୍ଡ ହୋଇଛି।

 

ଝାରସୁଗୁଡା ୭.୬, ଅନୁଗୁଳ ୮.୬, ଦାରିଂବାଡ଼ି ୯, ବାରିପଦା ୮.୫, କୋରାପୁଟ ୮.୬, କେନ୍ଦୁଝର ୯.୫, ଭବାନୀପାଟଣା ୯.୨, ବଲାଙ୍ଗୀର ରେ ୯.୪, କଟକ ୧୧ ଓ ଭୁବନେଶ୍ୱର ୧୩.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

powered by social2s