ନନ୍ଦନକାନନ କୁ ଆସିବେ ୯ ଟି ନୂଆ ଜନ୍ତୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ରେ ଥିବା ନନ୍ଦନକାନନ ଚିଡିଆଖାନା କୁ ଆସିବେ ୯ ଟି ନୂଆ ଜନ୍ତୁ।

 

ଇନଦୋର ର ଏକ ଚିଡିଆଖାନା ରୁ ଆସିବେ ୨ ଟି ସିଂହୀ, ୨ ଟି ଘଡ଼ିଆଳ କୁମ୍ଭୀର, ୨ ଟି ଗଧୀଆ ଓ ୨ ଟି କୋକିଶିଆଳି।

 

 

powered by social2s