ଓଡ଼ିଶାର ୭ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଗତ ଦୁଇ ଦିନ ହେବ ବଢ଼ିଛି ଶୀତ। ରାଜ୍ୟର ୭ ସାଗରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରି ୬, ଫୁଲବାଣୀ ୬.୬, ଦାରିଙ୍ଗିବାଡ଼ି ୭.୫, କିରେଇ ୮.୨, ଚିପିଲିମା ୯.୨, ଝାରସୁଗୁଡ଼ା ଓ ଭବାନୀପାଟଣା ୯.୬, ରାଣୀତାଲ, କୋରାପୁଟ, ଅନୁଗୁଳ ଓ ସୁନ୍ଦରଗଡ଼ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।

powered by social2s