ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ପାଲା ମଣ୍ଡପ ନିକଟରେ ବସୁଛି କଙ୍ଗାରୁ କୋର୍ଟ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରୁ ତତ୍ପରତାର ଦେଖାଇ ଖଣ୍ଡଗିରି ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବରମୁଣ୍ଡା ଗାଁର ଜଣେ ସ୍କୁଲ୍ ଛାତ୍ରୀଙ୍କୁ ୨ ଜଣ ନାବାଳକ କମେଣ୍ଟ ମାରିବାକୁ ନେଇ କଙ୍ଗାରୁ କୋର୍ଟ ବସିଥିଲା। ଉକ୍ତ କୋର୍ଟରେ ଦୁଇ ନାବାଳକଙ୍କୁ ସମ୍ମୁଖରେ ଆଣ୍ଠେଇ ଦେଇଥିଲେ ୫ ଜଣ ବ୍ୟକ୍ତି।
powered by social2s

