Warning: getimagesize(/home/odiaray/public_html/images/truck_ramms_into_stall.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ିଗଲା ଟ୍ରକ୍; ଜଣେ ମୃତ, ୬ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଫଳ ଦୋକାନୀ ସୁବାସ ସାହୁ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଟ୍ରକ୍ ଟି ଏକ ଫଳ ଦୋକାନ ଉପରେ ମାଡ଼ିଯାଇଥିଲା। ଦୋକାନ ନିକଟରେ ଥିବା ଦୁଇଟି କାର୍ ଓ ୫ଟି ବାଇକ୍ ସମ୍ପୂର୍ଣ୍ଣ କୁ ମଧ୍ୟ ଧକ୍କା ଦେଇଥିଲା।

powered by social2s