ଢେଙ୍କାନାଳ: ପଥର ମାଫିଆଙ୍କ ଆକ୍ରମଣରେ ଢେଙ୍କାନାଳ ଜିଲ୍ଲା ବନ ଅଧିକାରୀ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ଆହତ ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳ ସଦର ଥାନା ସାନକୁରୁମଟାଙ୍ଗର ଜଙ୍ଗଲରେ ଏକ ବେଆଇନ ପଥର ଖାଦାନ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ଆକ୍ରମଣ କରାଯାଇଛି। ଏହି ଘଟଣାରେ ୩ ଜଣ ଅଟକ ରହିଥିବା ଜଣାପଡ଼ିଛି।
powered by social2s

