ରାୟାଗଡା: ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ନୁଆପଡା ଏବଂ ଦେବଦାଲା ଗ୍ରାମ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ସଂଘର୍ଷରେ ୧୦ ରୁ ୧୨ ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏକ ପ୍ଲାଟୁନ୍ ମୁତୟନ ଅଛନ୍ତି।
powered by social2s