ହକି ବିଶ୍ବକପ୍ ପୂର୍ବରୁ ଭୁବନେଶ୍ୱର ରାସ୍ତାରୁ ହଟିବେ ବୁଲା ଗୋରୁଗାଈ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ହକି ବିଶ୍ବକପ୍ ପୂର୍ବରୁ ଭୁବନେଶ୍ୱର ରାସ୍ତାରୁ ହଟିବେ ବୁଲା ଗୋରୁଗାଈ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତରାତିରେ ଧରାଯାଇଛି ୩୪ଟି ଷଣ୍ଢ ଓ ଗାଈ। ସେମାନଙ୍କୁ ଜଟଣୀ ଗୋଶାଳାକୁ ପଠାଯାଇଛି। ମହାନଗର ନିଗମର ୩ଟି ଜୋନରେ ୪ଟି ଟିମ୍ ମୁତୟନ ଅଛନ୍ତି। ବୁଲା ଗୋରୁଗାଈଙ୍କୁ ଧରିବା ପାଇଁ ଅଭିଯାନ ଆଗକୁ ବ୍ୟାପକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

powered by social2s