ଓଡ଼ିଶା ବିଧାନସଭା ସଦସ୍ୟ ଭାବେ ବର୍ଷା ସିଂ ବରୀହାଙ୍କ ଶପଥ ଗ୍ରହଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର:  ଓଡିଶା ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି ବର୍ଷା ସିଂ ବାରିହା।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ନୂତନ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ।

ପୂର୍ବତନ ବିଜେଡି ନେତା ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ନିକଟରେ ଶେଷ ହୋଇଥିବା ପାଦାମପୁର ଉପ-ନିର୍ବାଚନରେ ​​୪୦,୦୦୦ ରୁ ଅଧିକ ଭୋଟ୍ ହାସଲ କରି ବିଜୟୀ ହୋଇଛନ୍ତି ।

 

powered by social2s