ଘନ କୁହୁଡ଼ି ଯୋଗୁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ସକାଳୁ ଘନ କୁହୁଡ଼ି ଯୋଗୁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱରରେ ୪ଟି ବିମାନର ଅବତରଣ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ କଂଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଘନ କୁହୁଡ଼ି ଯୋଗୁ ୫୦ ମିଟର ଦୂରକୁ ଦେଖା ନ ଯିବାରୁ ଗାଡ଼ି ଚଳାଚଳରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ।

powered by social2s