ଦେବଗଡ଼ରେ ମାଈ ହାତୀର ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଖିଲବେରଣୀ ଗାଁର କମଳା ବଗିଚାରୁ ମୃତଦେହ ଉଦ୍ଧାର କଲା ବନ ବିଭାଗ। ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

powered by social2s