ପୁରୀ: ପୁରୀ ନବକଳେବର ରୋଡ ସ୍ଥିତ ଏକ ସ' ମିଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ବିଳମ୍ବିତ ରାତିରେ ଲାଗିଥିଲା ନିଆଁ। ରାତି ତମାମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ ୭ଟି ଦମକଳ ଗାଡ଼ି।
ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ୩୦ ରୁ ୪୦ ଟ୍ରକ୍ କାଠ ଜଳିଯାଇଥିବା ସୂଚନା।
powered by social2s