ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକ ହେଉଛି କୋର୍ଟ କାର୍ଯ୍ୟ। ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ନିକଟରେ ଖୋଲା ଯାଇଛି ସହାୟତା ଡେସ୍କ। କୋର୍ଟରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହେଉଛି ଜାମିନ ଆବେଦନ। ଅନ୍ୟ ସ୍ଥାନରୁ ଆଇନଜୀବୀ ଆସି କୋର୍ଟ ପରିଚାଳନା କରୁଛନ୍ତି।
ଗିରଫ ହୋଇଥିବା ଆଇନଜୀବୀଙ୍କୁ ଯୋଗାଇ ଦିଆଯାଇଛି ଆଇନ ସହାୟତା।
powered by social2s

