ବାରିପଦା: ମୟୁରଭଞ୍ଜ ଜିଲ୍ଲା ଏନଏଚ ୧୮ କୁଳିଅଣା ବାଲିମୁଣ୍ଡୁଳି ଛକରେ ବସ୍ ଓଲଟି ୨୦ ଜଣ ଆହତ ହୋଇଥିବା ସୂଚନା। କରଞ୍ଜିଆ ରୁ ବାରିପଦା ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ସମସ୍ତ ଆହତ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି।
powered by social2s